ଜିଓର ନୂଆ ‘ଓଟିଟି ଷ୍ଟ୍ରିମିଂ ପ୍ଲାନ’, ୮୮୮ ଟଙ୍କାରେ ମିଳିବ ୧୫ ପ୍ରମୁଖ ଓଟିଟି ଆପ୍

ନୂଆଦିଲ୍ଲୀ: ନିଜ ଷ୍ଟ୍ରିମିଂ ପ୍ରେମୀଙ୍କ ଗ୍ରାହକମାନଙ୍କ ପାଇଁ ରିଲାଏନ୍ସ ଜିଓ ଆଣିଛି ଏକ ନୂଆ ପୋଷ୍ଟପେଡ୍ ଓଟିଟି ବଣ୍ଡଲ୍ ପ୍ଲାନ ।…